ଏବେ ବି ଅନ୍ଧାର ଘେରରେ ରେଷେଇପଦର ଗ୍ରାମ ବାସୀ

କୋରାପୁଟ: ବୋରିଗୁମ୍ମା ବ୍ଲକ ହରିଡ଼ାଗୁଡା ଗ୍ରାମ ପଞ୍ଚାୟତ ରସେଇପଦର ଗ୍ରାମ ର କଥା ନକହିବା ଭଲ।ଅଛି ପଲକୁଣ୍ଟ ଅଛି ତାରସାଙ୍ଗ ଙ୍କୁ ମିଟର ଵୋକ୍ସ ହେଲେ ରସେଇପଦର ପାଇଁ ସତେ ଯେପରି ବିଜୁଳି ଆଲୁଓ ତାଙ୍କପାଇଁ କୁଆଡ଼େ ସାତସପ୍ନ । ଏଭେ ବି ଅନ୍ଧାର ରେ ବିତୁଛି ଜୀବନ।ଦଶ ଟଙ୍କିୟା ହାତଟର୍ଚ୍ଚ ଲାଇଟ ହେଉଛି ଏମାନଙ୍କ ପାଇଁ ରାତି ର ସାଥି। ଖରା ହେଉ ଵା ବର୍ଷା।ଦଶ ଟଙ୍କିୟା ହାତ ଟର୍ଚ୍ଚ ଲାଇଟ ହେଉଛି ସାହାରା । ନା ଏବେ ମିଳୁଛି ଆଉ କିରାସିନ ନା ମିଳିଛି ବିଜୁଳି ର ଆଲୁଓ କେବଳ ସାହାରା ଦଶ ଟଙ୍କିଆ ହାତଟର୍ଚ୍ଚ ଲାଇଟ।ବାରମ୍ବାର ଗୁହାରି କଲେ ଶୁଣୁଛି ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ବିଧାୟକ ନା ଦୁଃଖ ସୁଖ ବଲାଉ ଥିବା ଆଶାଇ ବିଧାୟକ ପ୍ରାଥୀ କାହାର ଦେଖା ନାହିଁ। ଯେ ଯାହାର ପଦ ପଦବୀ ବଞ୍ଚାଇ ଵା ରେ ବେସ୍ତ । ସ୍ୱାଧୀନତା ର 77 ବର୍ଷ ପରେ ବି ଅନ୍ଧାର ରେ କାଟୁଛନ୍ତି ଜୀବନ ଏତେ ଦିନ ପରେ ବି ପଞ୍ଚି ପାରିଲା ନାହିଁ। ବିଜୁଳି ରେଷେଇପଦର ଗ୍ରାମ ରେ ପ୍ରାୟ 12ରୁ 15 ପରିବାର ବସ ବାସ କରିଆସୁଛନ୍ତି। ହେଲେ ଅନ୍ଧାର ରେ ବିତୁଛି ଜୀବନ। ପିଲାମାନେ ପଡ଼ିବା ପାଇଁ ହେଲେ ଦଶ ଟଙ୍କିୟା ହାତଟର୍ଚ୍ଚ ଲାଇଟ ହେଉଛି। ସାହାରା। ସାନ ଶଳାର ଲାଇଟ ବେଟେରି ରେ କେବେ କେବେ ପିଲାମାନେ ପଡୁଛନ୍ତି ପାଠ। ବର୍ଷା ଦିନ ହେଉ ଵା ଖରା ଦିନ ଘରେ ସାପ କି ଯିବ ଜନ୍ତୁ। ଘରବିତରକୁ ପଶି ଯିବା ସଭାବିକ କଥା। ବିଦ୍ୟୁତ୍ ପଲକୁଣ୍ଟ ବିଦୁତ ତାର ମିଟର ବୋକ୍ସ ଆଜିକୁ ପ୍ରାୟ 3 ରୁ 4 ବର୍ଷ ହେବ ଅଛି । ହେଲେ ଆଉ କେତେ ଦିନ ବିଦୁତ ତାର ପଲ କୁଣ୍ଟ ଦେଖି ଦେଖି ଜୀବନ ବିତିବ। ହେଲେ କେବେ ଦେଖିବେ ବିଦ୍ୟୁତ୍ ଲାଇଟ ଉଜଳ ତାକୁ ନେହିଁ ଗଣମାଧ୍ୟମରେ ମୁହଁ ଖାଲି ଛନ୍ତି ଗ୍ରାମ ବାସି ।ସ୍ଥାନୀୟ ସରପଞ୍ଚ ପ୍ରତିକ୍ରିୟା ରେ କହିଛନ୍ତି କି ବାରମ୍ବାର ଲେଖି ଜଣାଉଛୁ ବିଦୁତ ବିଭାଗ ଏପଯ୍ୟନ୍ତ କଣସି ପଦ କେପ ନେହିନଥିବା କହିଛନ୍ତି।ଗଣ ମାଧ୍ୟମ ପ୍ରସାରଣ କଲା ପରେ କେବେ ଚେତିବ ବିଦୁତ ବିଭାଗ ତାକୁ ଦେଖିବା କୁ ବାକି ରହିଲା।

Leave a Reply

Your email address will not be published. Required fields are marked *