ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ଉତ୍ତମଙ୍କ ଭୁବନେଶ୍ବର ବାସଭବନରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଉତ୍ତମଙ୍କ ପତ୍ନୀ ଅପରାଜିତା, ପୁଅ ବାବୁଶାନ୍ ଓ ବୋହୂ ତୃପ୍ତିଙ୍କୁ ଭେଟିଲେ
ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା ସହ ସମବେଦନା ଜଣାଇଲେ ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *