ଲିଡ୍ସରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନ ଖେଳ ଜାରି ରହିଥିବାବେଳେ ଭ୍ରମଣକାରୀ ଦଳ ୫ ଉଇକେଟ ହରାଇ ୪୪୯ ରନ ସଂଗ୍ରହ କରିଛି। ୧୦୫ ଓଭରରେ ଦଳ ଏହି ରନ୍ ସଂଗ୍ରହ କରିଥିବାବେଳେ ରୁଷଭ ପନ୍ତ ଶତକ( ହାସଲ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ଆଗେଇ ନେଇଛନ୍ତି। ତେବେ ଶତକ ହାସଲ ପରେ ପନ୍ତ ପଡ଼ିଆରେ ଓଲଟା ଶୂନ୍ୟ ମାରି ଉତ୍ସବ ମନାଇଥିଲେ।
ଇଂଲଣ୍ଡରେ ଯୁବ ଭାରତୀୟ କ୍ରିକେଟର ଙ୍କ ଦମଦାର ପ୍ରଦର୍ଶନ
