ନହିଁ ପ୍ରକଳ୍ପର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ
ଆସନ୍ତା ୩ ବର୍ଷରେ ୧୫ ହଜାର କିମି ରାସ୍ତା ହେବ
୨ ଲକ୍ଷ କୋଟିରେ ୧୫ ହଜାର କିମି ରାସ୍ତା ହେବ
ଖୁବ ଶୀଘ୍ର ଆସିବ ଜାତୀୟ ରାଜପଥ ପ୍ରାଧିକରଣ ବିଲ୍
ନୂଆ ଆର୍ଥିକ ବର୍ଷରେ ୬.୫ ହଜାର କିମି ରାସ୍ତା କାମ ସାରିବାକୁ ଲକ୍ଷ୍ୟ
ଆସନ୍ତା ୩ ବର୍ଷରେ ୧୫ ହଜାର କିମି ରାସ୍ତା ହେବ:ମନ୍ତ୍ରୀ
