ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା

ଶୁଭାରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଏହାରି ଭିତରେ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠ
ବୌଦ୍ଧରୁ ଆସି ପହଞ୍ଚିଛି ୨୮ ଖଣ୍ଡ କାଠ
ଏଥିରେ ରହିଛି ୧୬ଟି ଧଉରା ଏବଂ ୧୨ଟି ଅସନ କାଠ

ଅଖି ମୁଠି ଅନୁକୂଳ କରିବେ ଚାଷୀ
-OUATରେ ମଧ୍ୟ ଅଖୀ ମୁଠି ଅନୁକୂଳ ଉତ୍ସବ ଆୟୋଜିତ ହେବ
-ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝି
-ଏହା ମୋହନ ସରକାରଙ୍କ ପ୍ରଥମ ଅଖୀମୁଠି ଅନୁକୂଳ
-ଏନେଇ OUAT ସ୍ଥିତ ଶୈଖିକ କୃଷି ଫାର୍ମରେ ଚାଲିଛି ପ୍ରସ୍ତୁତି

Leave a Reply

Your email address will not be published. Required fields are marked *