ରାଜ୍ୟ ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ । Sukanta NayakMarch 14, 2025 କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM
ମାଲକାନଗିରି ପରିବହନ ବିଭାଗ ଦ୍ଵାରା ପାସେଞ୍ଜର ବସ ଚେକ। ମାଲକାନଗିରି ଜିଲ୍ଲା ମାଲକାନଗିରି ପରିବହନ ବିଭାଗ ଦ୍ଵାରା ଗ୍ରୀଷ୍ମ ପ୍ରବାହ ସମୟ ରେ ପାସେଞ୍ଜର ବସ ଚେକ। ପାସେଞ୍ଜର ବସ ଚେକ ର କାରଣ ହେଉଛି ଯେ…
୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍ଲାଇନ୍ ପଞ୍ଜୀକରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ…
ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଟୁ ମନ୍ତବ୍ୟ, କଂଗ୍ରେସ ନେତାଙ୍କ ବିରୁଦ୍ଧରେ ବିକ୍ଷୋଭ ଫୋକସ ପ୍ଲସ(କେନ୍ଦୁଝର)୨୯/୦୭/ ୨୦୨୨: ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉପରେ “ରାଷ୍ଟ୍ରପତି ନୁହେଁ ରାଷ୍ଟ୍ରପତ୍ନୀ” ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ୍ ନେତା ଅଧୀର ରଞ୍ଜନ…