ଆମ ସରକାର ମହିଳାଙ୍କୁ ଋଣ ନୁହେଁ, ସୁଭଦ୍ରା ନାଁରେ ପ୍ରୋତ୍ସାହନ ଦେଉଛି’ :ପ୍ରଭାତି

-ବିରୋଧୀ ଦଳ ନେତା ନବୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ
-ବିଜେପି ଅଫିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଟାର୍ଗେଟ୍
-୨୪ ବର୍ଷରେ ଆପଣ ମହିଳାଙ୍କୁ କଣ ଦେଲେ ବୋଲି ପ୍ରଶ୍ନ କଲେ ପ୍ରଭାତୀ
-‘ଆମ ସରକାର ମହିଳାଙ୍କୁ ଋଣ ନୁହେଁ, ସୁଭଦ୍ରା ନାଁରେ ପ୍ରୋତ୍ସାହନ ଦେଉଛି’
-‘ମୋଦି ନାଁ ନେଇଯିବେ ବୋଲି ଆପଣ ଲକ୍ଷପତି ଦିଦି ଯୋଜନା କରୁନଥିଲେ’
-‘ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମିଶନ ଶକ୍ତି ମହିଳାଙ୍କୁ ବ୍ୟବହାର କରୁଥିଲେ’
-‘୨୪ ବର୍ଷ ଧରି ମିଛ ୱାର୍କ ଅର୍ଡର ଦେଇ ମହିଳାଙ୍କୁ ଠକିଛନ୍ତି’
-‘ଆପଣ ଜାଣି ସାରିଲେଣି ଆଉ ଭୁଆଁ ବୁଲାଇ ହେବନି, ତେଣୁ ବିଳିବିଳାଉଛନ୍ତି’

Leave a Reply

Your email address will not be published. Required fields are marked *