ବିଜେଡି ଘର ଖାଲି ହୋଇଯିବ କହିଲେ ବିଧାୟକ ଭାସ୍କର ମଢ଼େଇ
ବହୁ ବିଜେଡି ବିଧାୟକ ଓ ନେତା ବିଜେପି ସଂପର୍କରେ ‘
ଆମେ ସରକାରରେ ଅଛୁ, ଆମ ନେତା କାହିଁକି ବିଜେଡି ସଂପର୍କରେ ରହିବେ’
ଆମ ଦଳ ଯୁବକ, ବିଜେଡି ହେଲା ବୃଦ୍ଧ; ବୃଦ୍ଧ ବସିବ, ଯୁବକ ଦୌଡ଼ିବ’
ଆମ ବିଜେପି ଦଳ ଯୁବକ ବିଜେଡି ବୃଦ୍ଧ!ଆମେ ଦୌଡିବୁ :ଭାସ୍କର ମଢେଇ (ଉଦଳା ବିଧାୟକ)
