ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ଡାକ୍ତର ଜ୍ବାଇଁଙ୍କ ଘରୁ ମିଳିଲା ଶ୍ବଶୁରଙ୍କର ନଗଦ ୨୨ ଲକ୍ଷ ଟଙ୍କା।

ଆଠମଲ୍ଲିକ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଜୁନାଗଡ଼ ଡାକ୍ତରଖାନାରେ କାମ କରୁଥିବା ତାଙ୍କର ଜ୍ବାଇଁ ଡାକ୍ତର ତପନ ତ୍ରିପାଠୀଙ୍କ ଘରୁ ମିଳିଲା ନଗଦ ୨୨ ଲକ୍ଷ ଟଙ୍କା। ହେଲେ ବାବୁଙ୍କ ଆଉ କେଉଁ ବନ୍ଧୁ ବାନ୍ଧବ ଘରେ ନିଜ ଲୁଟର ଟଙ୍କା ରଖିଛନ୍ତି ଭିଜିଲାନ୍ସ ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *