ଆଞ୍ଚଳିକ ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ Sukanta NayakJanuary 21, 2025 ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦଜଙ୍ଗଲରୁ ଉଦ୍ଧାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ
ଆଦିବାସି ମହିଳାଙ୍କୁ ଅସଦାଚାରଣକୁ ନେଇ ଏସଡିପିଓଙ୍କ ଅଫିସ ଘେରାଉ | https://fb.watch/pNZTB8dMoi/କାମାକ୍ଷାନଗର,୨୫.୦୧.୨୦୨୪: ମଦ ଚଢାଉ ବେଳେ ଆଦିବାସି ମହିଳାଙ୍କୁ ଅସାଦାଚାରଣକୁ ନେଇ ଏସଡିପିଓଙ୍କ ଅଫିସକୁ ଘେରାଉ କଲା ଆଦିବାସି ସଂଗଠନ।ଦୂର୍ବ୍ୟବହାର କରିଥିବା ଅବକାରି କର୍ମଚାରିଙ୍କୁ ଗିରଫ କରିବା ସହ…
ମହୁଲି ମଦ ଚଢ଼ାଉ ବେଳେ ଜବତ ହେଲା ବାଘ ଛାଲ | ଫୋକସ ପ୍ଲସ ୧୯/୧/୨୩( ମୟୁରଭଞ୍ଜ): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ କ୍ରମଶଃ ଚୋରା କାଠ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :3ମୃତ 5 ଆହତ ଫୋକସ ପ୍ଲସ ୨୮/୧/୨୩(କେନ୍ଦୁଝର):କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଆଜି ସକାଳେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ୩…