ଆଜିପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକାସାଙ୍ଗେ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଅପରାହ୍ନରେ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଏଥର ପ୍ରାୟ ୪ ଲକ୍ଷ ପିଲା ପ୍ଲସ୍ ଟୁ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ମିଶାଇ ୩ ଲକ୍ଷ ୯୨ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଥିଲେ।

Leave a Reply

Your email address will not be published. Required fields are marked *