ଅଶାନ୍ତ ହେଲାଣି ସମୁଦ୍ର

ଫୋକସ ପ୍ଲସ(କୋଣାର୍କ )୧୦/୦୮/୨୦୨୨: ବିଶ୍ଵ ପ୍ରସିଦ୍ଧ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ହେଉଛି କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି । କୋଣାର୍କ ଠାରୁ ରାମଚଣ୍ଡି ମନ୍ଦିର ଦେଇ ପୁରୀ କୁ ସଞ୍ଜୋଗ କରୁଥିବା ରାସ୍ତା ହେଉଛି ମେରାଇନ୍ ଡ୍ରାଇଭ୍ ରୋଡ୍। କିନ୍ତୁ ଦେଖିବାକୁ ଗଲେ ଏହି ମେରାଇନ୍ ଡ୍ରାଇଭ୍ ରୋଡ୍ ଏବେ ସମ୍ପୂର୍ଣ ବିପଦରେ ।ଅଶାନ୍ତ ସମୁଦ୍ର କୂଳ ଲଙ୍ଘିବା ଯୋଗୁଁ ଏବେ ଧିରେ ଧିରେ ଖାଇବାକୁ ଲାଗିଲାଣି ମେରାଇନ୍ ଡ୍ରାଇଭ୍ ରୋଡ୍। କେବେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର କଣ ନେଉଛନ୍ତି ପଦକ୍ଷେପ ତାହା କେବଳ ଦେଖିବାକୁ ବାକିରହିଲା। ଯଦି ଆଗାମୀ ଦିନ ମାନଙ୍କରେ କୌଣସି ସ୍ଥାୟୀ ପ୍ରତିକାର କରା ନଯାଏ ତେବେ କୋଣାର୍କ ର ଏକ ମାତ୍ର ଐତିହ୍ୟ ବ୍ଲାକ ପାଗୋଡା ପ୍ରତି ବିପଦ ଥିବା ଅନୁମାନ କରାଯାଉଛି ।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *