ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧୀକ୍ଷକ
କାର୍ ଓ ୩ ଲକ୍ଷ ଟଙ୍କା ସହ କ୍ରିଷ୍ଣା ନାୟକଙ୍କୁ ଧରିଲା ଭିଜିଲାନ୍ସ
ଟଙ୍କା କାହାର, କେଉଁଠାକୁ ନେଉଥିଲେ ଚାଲିଛି ଖୋଳତାଡ଼
ଆୟ ବହିର୍ଭୂତ ସଂପତ୍ତି ମାମଲାରେ ୫ଟି ଠିକଣାରେ ଚଢ଼ାଉ
ଢେଙ୍କାନାଳ ଓ କଟକ ଭିଜିଲାନ୍ସର ମିଳିତ ଚଢ଼ାଉ
ଅବକାରୀ ବିଭାଗରେ ପ୍ରବଳ ଲୁଟୁଥିଲେ!ଭିଜିଲାନ୍ସ ଧରିଲା ଢେଙ୍କାନାଳ ଅବକାରୀ ଅଧୀକ୍ଷକଙ୍କୁ।
