ମୃତ ନାବାଳିକା ହେଲେ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁର
•କାଲି ଦିନ ୩ଟା ପରଠାରୁ ନ ମିଳିବାରୁ ଥାନାରେ ଏତଲା କରିଥିଲେ ବାପା
•ଆଜି ସକାଳେ ଘର ପାଖ ନାଳରୁ କ୍ଷତାକ୍ତ ଅବସ୍ଥାରେ ମିଳିବାରୁ ସନ୍ଦେହ
•ମନ୍ଦ ଉଦ୍ଦେଶ୍ୟ ରଖି କେହି ୧୦ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ
•ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା, ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ
ଅନୁଗୁଳ ରେ ଚାଞ୍ଚଲ୍ୟ! ନାବାଳିକାର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର। ପରିବାରର ଅଭିଯୋଗ ଦୁଷ୍କର୍ମ ପରେ ହତ୍ୟା!
