ମୁଖ୍ୟ ଖବର
ସ୍ପେସିଆଲ ଷ୍ଟୋରି
ରାଜନୀତି
View Allମହାନଗର
View Allଦେଶ ବିଦେଶ
View Allଅପରାଧ
View Allଖେଳ
View All୨୦୨୬ ଟି–୨୦ ୱାର୍ଲ୍ଡ କପ୍ ମିଶନ୍ ଆରମ୍ଭ କଲା ଭାରତ; ନେତୃତ୍ୱରେ ସୂର୍ଯ୍ୟକୁମାର
ଭାରତୀୟ କ୍ରିକେଟ୍ ଦଳର ସୁବର୍ଣ୍ଣ ଯୁଗ ! ୨୦୨୪ ଟି–୨୦ ୱାର୍ଲ୍ଡ କପର ଐତିହାସିକ ସଫଳତା ପରେ ଏବେ ଟିମ୍ ସିଧାସଳଖ ୨୦୨୬ ୱାର୍ଲ୍ଡ କପ୍ ମିଶନ୍ ଉପରେ କାମ କରୁଛି। ଅଧିନାୟକ ସୁର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ବିଶ୍ୱକପ୍ ବିଜୟ ପରେ, ଦଳ ୨୦୨୬ ପାଇଁ ପ୍ଲାନ୍…
ତୃତୀୟ ଦିନିକିଆ ଯିଏ ଜିତିବ ସେ ସିରିଜ୍ ହାତେଇବ
-ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ-ବିଶାଖାପଟ୍ଟନମ୍ରେ ୧ଟା ୩୦ରେ ଆରମ୍ଭ ହେବ ମ୍ୟାଚ-ଫୋକସରେ ଟସ୍, କାକର-୧-୧ ସ୍ଥିତିରେ ସିରିଜ୍ ବରାବର ରହିଛି-ତୃତୀୟ ଦିନିକିଆ ଯିଏ ଜିତିବ ସେ ସିରିଜ୍ ହାତେଇବ https://youtu.be/5JVEMdRmrc8?si=OIzHEO8E-jHdlXdq
ଦକ୍ଷିଣ ଆଫ୍ରିକା ଆଗରେ ଭାରତର ୩୫୯ ଟାର୍ଗେଟ୍
ନିର୍ଦ୍ଧାରିତ ୫୦ ଓଭରରେ ଭାରତର ସ୍କୋର ୩୫୮/୫-ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ-କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍ କୋହଲି-୪୩ ବଲ୍ରୁ ୬୬ ରନ୍ର ଅପରାଜିତ ଇନିଂସ ଖେଳିଲେ ରାହୁଲ
ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋର
ରାଞ୍ଚିରେ ଟିମ୍ ଇଣ୍ଡିଆର ୩୪୯ ରନ୍ର ବିଶାଳ ସ୍କୋରବିରାଟ୍ ଓ ରୋହିତଙ୍କ ପରେ ରାହୁଲ ଖେଳିଲେ ଦମଦାର ଇନିଂସଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟରୁ ୬୦ ରନ୍ର ଇନିଂସଦକ୍ଷିଣ ଆଫ୍ରିକା ସାମ୍ନାରେ ୩୫୦ ରନ୍ର ଟାର୍ଗେଟ୍ବିଜୟ ପାଇଁ ପଡ଼ିଆରେ ସଂଘର୍ଷ କରିବ ଟିମ୍ ମାକ୍ରାମ୍ଟେଷ୍ଟ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ…




