ସିଙ୍ଗାପୁର ସହ ସଂପର୍କ ବଢ଼ିବ :ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା-ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ୨ ଦିନ ଆଲୋଚନା ହେବ-ସିଙ୍ଗାପୁର ସହ MOU ସ୍ବାକ୍ଷର କାର୍ଯ୍ୟକ୍ରମ ରହିଛି-ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା,…

ଫସିଯିବେ କଳା କାର୍ନାମା କଳାହାଣ୍ଡି ନେତା!

ବହୁ ଚର୍ଚ୍ଚିତ ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ତଦନ୍ତ କରିବ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାମଲାରେ ଖୁବ୍ ଶୀଘ୍ର ବେନାମୀ ସମ୍ପତ୍ତି ୬୦ କୋଟି…

HMP ଭୂତାଣୁ ନେଇ କେନ୍ଦ୍ର ଗାଇଡ ଲାଇନକୁ ଅପେକ୍ଷା

ଗାଇଡ୍‌ଲାଇନ ଆସିଲେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାରଏଯାଏଁ କେନ୍ଦ୍ର ନିକଟରୁ ଆସିନି କୌଣସି ଗାଇଡ୍‌ଲାଇନ୍‌କେନ୍ଦ୍ର ଓ NCDC ବୈଷୟିକ ପରାମର୍ଶଦାତା କମିଟି ନିର୍ଦ୍ଦେଶକୁ ଅପେକ୍ଷାHMP ଭୂତାଣୁ…

କାଲିଠୁ 2 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MoUଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନେଇ MoUକାଲି ଦିଲ୍ଲୀ…

ବିଜେଡି ଓ ଦୀପାଳି ଙ୍କ ଉପରେ କଡ଼ା ଆରୋପ ଲଗାଇଲେ,ପ୍ରଦୀପ କହିଲେ ଟିକେଟ ପାଇଁ ଏମିତି….

ବରଗଡ଼: ବିଜେଡି ଉପରେ ବର୍ଷିଲେ ସାଂସଦ ପ୍ରଦୀପ ପୁରୋହିତକିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ନେଇ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବର୍ଷିଲେଏ ନେଇ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ…

ଏଚ୍‌ଏମ୍‌ପିଭି: ଆକ୍ରନ୍ତଙ୍କ ସଂଖ୍ୟା ୧୪ ଛୁଇଁଲା

ନୂଆଦିଲ୍ଳୀ: ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଏଚଏମପିଭି । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ…

ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ

ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା…

ପ୍ରବଳ କୁହୁଡି :ରାସ୍ତାରେ ଦେଖାଯାଉନି ଗାଡି ମଟର

। ଦେଖାଯାଉନି ରାସ୍ତାଘାଟ । ପ୍ରବଳ ଶୀତ ସହ ଘନ କୁହୁଡ଼ି ଜୀବନକୁ କରୁଛି ଅସ୍ତବ୍ୟସ୍ତ । ସକାଳୁ ସକାଳୁ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ…

 ସୁଆଦିଆ ଶୁଖୁଆ ତରକାରୀ, ମାତ୍ର ୫ ମିନିଟରେ ହେବ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଶୁଖୁଆକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ଆଞ୍ଚରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ…

‘ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା’ :ଆଉ କଣ କହିଲେ ଦୀପାଳି ଦେଖନ୍ତୁ ଭିଡିଓ

-ବିଶାଲ ଅଟକ ନେଇ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ପ୍ରତିକ୍ରିୟା-‘ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା’-‘ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର…