୧୨ବର୍ଷ ବାଳକକୁ ହତ୍ୟା ଉଦ୍ୟମ

ଫୋକସ ପ୍ଲସ (ଆନନ୍ଦପୁର)୨୯/୦୬/୨୦୨୨: ଆନନ୍ଦପୁର ଉପଖଣ୍ଡ ସାଇଁ କୂଳ ଫାଣ୍ଡି ବାତେl ପଂଚାୟତ ବାତେl ଗାଁ ରେ ଆସନ୍ତାକାଲି ଏକ ଅଭାବନୀୟ ଘଟଣା ଘଟିଛି, ସୂଚନା ଅନୁଯାଇ ବାତୋ ଗାଁ ର ପେଜ ଜେନା, ଓ ସେହି ଗ୍ରାମର ଦିଲ୍ଲୀପ ପରିଡା କିଛି ମାସ ତଳେ କୌଣସି କାରଣରୁ ଉଭୟ ମଧ୍ୟରେ କଳହ ଲାଗିରହି ଥିଲା, ସେହି ଗ୍ରାମରେ ପୋଖରୀ କାମ ଚାଲୁଥିବା ସମୟରେ ଦିଲ୍ଲୀପ ପରିଡା ପୁଅ ଓଂ ଙ୍କାର ପରିଡା (୧୨)କାମ ଦେଖିବା ପାଇଁ ଯାଇଥିଲ,ପେଜ ଜେନା ର ପୁଅ (୨୨)କୁଲୁ ଜେନା ସେହିଠାରେ ଥିଲା, କୁଲୁ ଜେନା ତାର ପୁଅକୁ ଜାମୁକୁଳି ଖାଇବାପାଇଁ ଗାଁ ପାଖରେ ଥିବା ଘଞ୍ଚ ଜଙ୍ଗଲ ନଟାକୁ ଜାମୁ କୋଳି ଡାକି ନେଇ ବଳ ପୃର୍ବକ ତାକୁ ଆକ୍ରମଣ କରିଥିବା ସମୟରେ ତାର ଶରୀରକୁ କ୍ଷେତ ବି କ୍ଷେତ କରି ମୁହଁ ପାଟିକୁ ବାନ୍ଧି ଜାମୁ କୋଳି ଗଛ ପାଖରେ ଥିବା ପାଣି ଥିବା ଓଁଙ୍କାର ପରିଡା କୁ ଖାଲ କୁ ଫିଙ୍ଗି ଦେଇ କିଛି ଦୂରରେ ଥିବା ଇଟା କାଣ୍ଡି ଉପରେ ବସି ମୋବାଇଲି ରେ ଗେମେ ଖେଳୁଥିଲା ସେହି ସମୟରେ, ପିଲାଟି ନିଜର ବୁଦ୍ଧି ଖଟାଇ ଜୀବନ କିକଳରେ ଗାଁ ର ଥିବା ଘର ଭିତରକୁ ପଶି ତାଙ୍କୁ ଏହି ବିଷୟରେ ଜଣାଇଲା, ତାଙ୍କ ଘରଲୋକ ସେ ପିଲା ଟିକୁ ନେଇ ତାଙ୍କ ଘରେ ଜିମା ଦେଲେ, ପିଲା ର ବାପା ଦିଲ୍ଲୀପ ପରିଡା ଜାଣି ପରି ନିକଟସ୍ଥ ସାଇଁ କୁଳ ଥାନରେ ଅଭିଯୋଗ କରିଥିଲେ, ସାଙ୍ଗେ କୁଲୁ ଜେନାକୁ କାବୁ କରି ତଦନ୍ତ କରି କୋର୍ଟ ଚାଲାଣ କରିଛି,ପରିବାର ଲୋକେ ଅଭିଯୋଗ କରଛନ୍ତି ତାକୁ ଶାସ୍ତି ଦିଆଯାଉ |

Leave a Reply

Your email address will not be published. Required fields are marked *