ଫୋକସ ପ୍ଲସ(ଜଗତସିଂପୁର)୨୩/୦୮/୨୦୨୨: ଜଗତସିଂହପୁର ସଦର କଲେଜଛକ ନିକଟରେ ଥିବା ସାହାରା ଇଣ୍ଡିଆ ବ୍ୟାଙ୍କରେ ବ୍ୟାଙ୍କ ଉପୋଭୋକ୍ତା ମାନଙ୍କର ଊତ୍ତେଜନା ଖବର ନେବାରେ ଜଣାପଡିଛି ।ଘର ଘର ବୁଲି ସାହାରା ଇଣ୍ଡିଆବ୍ୟାଙ୍କ ର ଚାଟୁକାର ଏଜେଣ୍ଟ ମାନେ ।ମା ମାଉସି ଓ ଭାଇ ମଉସା କହି ଆକାସ କଇॐଆ ଚିଲିକା ମାଛ ଦେଖେଇ ଲୋକଙ୍କ ମନରେ ବିସ୍ବାସ ଓ ଭରସା ଜନ୍ମାଇ ଲଖ୍ୟାଧିକ ଟଙ୍କା ବ୍ୟାଙ୍କରେ ଫିକ୍ସ ଡିପୋଜିଟ ।କରାଇ ଦେଲେ ।ତା ପରେ ଲୋକମାନେ ନିଜେନିଜେ ଜାଇ ଡିପୋଜିଟ କଲେ।ବର୍ତମାନ ।ଏଜେଣ୍ଟ ମାନଙ୍କୁ ଦେଖିବାକୁ ମିଳୁନି ।ଲୋକମାନଙ୍କ ଏବେ ଦିର୍ଘବର୍ଶ ହେଲାଣି ମ୍ୟାଚୁରୁଟି ପୁରି ଗଲାପରେ ମଧ୍ୟ ଗୋଡରୁ ଚପଲ ଘୋରି ହେଲାଣି ସାହାରା ଇଣ୍ଡିଆ ବ୍ୟାଙ୍କ ର ଦ୍ବାରସ୍ତ ହୋଇ କିନ୍ତୁ ମିଳୁଛି ପ୍ରତିସୃତି।ଓ କେବଳ ସୁପିମ କୋଟର ଆଢୁଆଳରେ ରହି ଲୋକଙ୍କ ବିସ୍ବାସ ମନୋବଳ ଭାଙ୍ଗବାରେ ଅଛନ୍ତ ।ଏଠି ଭାବିଲେ ।ଲୋକମାନେ ଜେଉ ଆସାଥିଲା କିଏ ଝିଅ ବାହାଘର ତ କିଏ ଚାକିରି ପରେ ପେନସନ ତ କିଏ ପିଲାର ପାଠ ପଢା ପାଇଁ ତ କିଏ ଘର କରିବ ସବୁ ଆସା ଆଜି ଧିରେଧିରେ ପାଣିରେ ମିଳେଇବାରେ ଲାଗିଛି ।ତେବେ ଏ ସମୟରେ ଏଜେଣ୍ଟମାନେ ଗଲେ କୁଆଡେ ।ଜାହାକୁ ନେଇ ସାଧାରଣରେ ଏକ ପ୍ରଶ୍ନ ବାଚି ଶୃଷ୍ଟି କରିଛି।ଜାହାକୁନେଇ ସାହାରା ଇଣ୍ଡିଆ ବ୍ୟାଙ୍କରେ ଉପଭୋକ୍ତା ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି ।ଏଠି ଲୋକମାନଙ୍କରମନରେଏକପ୍ରଶ୍ନ ଆସୁଛି କି ଅନ୍ୟ ଚିଟଫଣ୍ଡଭଳି ସାହାରା ଇଣ୍ଡିଆ ବ୍ୟାଙ୍କରେ ଟଙ୍କା ବୁଡି ଜିବନି ତ ? କାରଣ ଏଜେଣ୍ଟ ମାନେ ଦୁର ଦୁର ହେଉଥିବା ନେଇ ।ଲୋକଙ୍କ ମନରେ ଏକ ପ୍ରକାର ସନ୍ଧେହ ହେଲାଣି।ତେବେ ଏଠି ଦେଖିବାର ଅଛି ।ମାନ୍ୟବର କୋଟ ର ଫଇସଲା କେବେ ସରୁଛି ଲୋକେ କେବେ ।କେବେ ନିଜର ଡିପୋଜିଟଟଙ୍କା ଫେରସ୍ତ ପାଉଛନ୍ତି |
ଜଗତସିଂପୁର ରୁ ସଂଗ୍ରାମ କିଶୋର ପତ୍ତ୍ନିକ ଙ୍କ ରିପୋର୍ଟ ଫୋକସ ପ୍ଲସ |