ଫୋକସ ପ୍ଲସ (କୋରାପୁଟ)୨୪/୦୬/୨୦୨୨: ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୁଙ୍କି ସମବାୟ ସମିତି ଠାରେ ୧୫ ଜଣ ଡାଇରେକ୍ଟର ଙ୍କ ଉପସ୍ଥିତ ରେ ସଭାପତି ପଦ ପାଇଁ ଶ୍ରୀ ବଳଦାବଇ ପତି ଏବଂ ଶ୍ରୀ ପାଡିସୁନ୍ଦର ରାଓ ଦୁଇ ଜଣ ଙ୍କ ନାମ ରେ ଧର୍ମ ଗୋଳା ହେଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ଶ୍ରୀ ବଲଦାବୋଇ ପତି ଧର୍ମ ଗୋଲା ରେ ବିଜୟୀ ହୋଇ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗି ୨ ଶ୍ରୀ ଲଇଛନ ଖରା ଙ୍କ ନେତୃତ୍ୱରେ ଓ ସହଯୋଗୀ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏ ପୂର୍ଣ୍ଣ, ଗୋପାଳ ଖରା, ଏନ୍ ରବି ସମେତପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୁଙ୍କି ସମବାୟ ସମିତି ଠାରେ ୧୫ ଜଣ ଡାଇରେକ୍ଟର ଙ୍କ ଉପସ୍ଥିତ ରେ ସଭାପତି ପଦ ପାଇଁ ଶ୍ରୀ ବଳଦାବଇ ପତି ଏବଂ ଶ୍ରୀ ପାଡିସୁନ୍ଦର ରାଓ ଦୁଇ ଜଣ ଙ୍କ ନାମ ରେ ଧର୍ମ ଗୋଳା ହେଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ଶ୍ରୀ ବଲଦାବୋଇ ପତି ଧର୍ମ ଗୋଲା ରେ ବିଜୟୀ ହୋଇ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗି ୨ ଶ୍ରୀ ଲଇଛନ ଖରା ଙ୍କ ନେତୃତ୍ୱରେ ଓ ସହଯୋଗୀ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏ ପୂର୍ଣ୍ଣ, ଗୋପାଳ ଖରା, ଏନ୍ ରବି ସମେତପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୁଙ୍କି ସମବାୟ ସମିତି ଠାରେ ୧୫ ଜଣ ଡାଇରେକ୍ଟର ଙ୍କ ଉପସ୍ଥିତ ରେ ସଭାପତି ପଦ ପାଇଁ ଶ୍ରୀ ବଳଦାବଇ ପତି ଏବଂ ଶ୍ରୀ ପାଡିସୁନ୍ଦର ରାଓ ଦୁଇ ଜଣ ଙ୍କ ନାମ ରେ ଧର୍ମ ଗୋଳା ହେଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ଶ୍ରୀ ବଲଦାବୋଇ ପତି ଧର୍ମ ଗୋଲା ରେ ବିଜୟୀ ହୋଇ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗି ୨ ଶ୍ରୀ ଲଇଛନ ଖରା ଙ୍କ ନେତୃତ୍ୱରେ ଓ ସହଯୋଗୀ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏ ପୂର୍ଣ୍ଣ, ଗୋପାଳ ଖରା, ଏନ୍ ରବି ସମେତ ପଟ୍ଟାଙ୍ଗି ବ୍ଲକ ଯୁବସଭାପତି ପ୍ରଦୀପ ପଣ୍ଡା ଏବଂ ବହୁ ବରିଷ୍ଠ କର୍ମୀ ଉକ୍ତ ଧର୍ମ ଗୁଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l