ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ମହିଳା

ଫୋକସ ପ୍ଲସ(ଜଗତସିଂହପୁର)୧୫/୦୮/୨୦୨୨: ଜଗତସିଂହପୁରବ୍ଲକ ଅନ୍ତର୍ଗତ ସାଳଜଙ୍ଗ ପଞ୍ଚାୟତ ଚାରିବାଟିଆ ନାଥ ସାହିରେ ଏଭଳି ଏକ ଦୃସ୍ୟ ଦେଖୀ ବାକୁ ମିଳିଛି ।ଜେତେବେଳେ ଆଜି ଦେସ 76 ତମ ସ୍ବାଧୀନତା ପାଳନ କରିବାକୁ ଜାଉଛି ସେତେ ବେଳେ ଜଣେ ୭0 ବର୍ଷର ପୁଷ୍ପା ଦେଇ ଆଖିରୁ କୋହ ସୁଭୁଛି କେବଳ ପାଉଛି ପ୍ରତିଶ୍ରୁତି ।ତେବେ ଆସନ୍ତୁ ଦେଖିବା। ପୁଷ୍ପା କିଭଳି ।ଜୀବନ ବିତାଉଛନ୍ତି ଗୁହାଳ ଘରେ ନା ଅଛି ବିଜୁ ପକ୍କା ଘର ନା ଅଛି ଇନ୍ଦିରା ଆବାସ ନା ମିଳି ପାରିଲା ପ୍ରଧାନ ମନ୍ତ୍ରୀ ଆବାସ ସରକାର ଙ୍କ କେତେ ଯୋଜନା ପରେ ଯୋଜନା କିନ୍ତୁ ଦିର୍ଘ ୫୦ ବର୍ଷ ହଵ ଜରି ପାଲତଳେ ଛେଳି ଗୁହାଳ ଘରେ ସାଥିରେ ଦୁଇଟି ବଢିଲା ଝିଅ ଓ ଗୋଟିଏ ପୁଅ କୁ ଧରି ମାଟିରେ ଅଖାପାରି ରହୁଥିବା ପୁଷ୍ପା ଦେଇ ପାଖରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ।ସରକାରଙ୍କ ଯୋଜନା ।ଏଠି କେତେ ସରପଞ୍ଚ ଆସିଲେଣି କେତେ ଗଲେଣି କିନ୍ତୁ ପୁଷ୍ପା ।ସେଇ ଜରିପାଲ ତଳେ ପଡିଛି । ସ୍ତାନିୟ ସରପଞ୍ଚ ଙ୍କ ଠାରୁ ଜିଲାପାଳ ପର୍ଯ୍ୟନ୍ତ କେତେ ଅଳି କଲେ କିନ୍ତୁ ପ୍ରସାସନର ସମସ୍ତେ ନିରବ ଦ୍ରଷ୍ଟା ।ପୁଷ୍ପା ର ସାହା ଭରସା ଥିଲେ ସ୍ବାମି ସେବି ଅଧା ବାଟରେ ଛାଡି ହୃଦଘାତରେ ମୃତ୍ୟୁ ବରଣ କରିଅଧା ବାଟରୃ ଛାଡିଗଲେ ।ଆଉ।ପୁଷ୍ପା ର ନା ଜମି ଅଛି ଚାଷ କରିବ ପରର ମୁଲ ଲାଗିଲେ ପରିବାର ଚଳିବି ଘରଖଣ୍ଡେ କରିବାକୁ ସଖ୍ୟମ ନୁହେ ।ସେଥିପାଇଁ ସରପଞ୍ଚଙ୍କ ଉପରେ ଭରସା କରିଥିଲା ।ତାହା ମଧ୍ୟ ମିଳେଇ ଗଲା ।କେଵଳ ଭତା ଏକ ଟଙ୍କା ର ଚାଉଳ ଦେଇ ପ୍ରସାସନ ର କିଛି ଚାଟୁକାର କର୍ମ ଚାରି ଙ୍କ ପାଇଁ ପୁଷ୍ପା ଦେଇ ଙ୍କ ପାଖରେ,ସରକାରୀ ଯୋଜନା ପହଞ୍ଚିପାରିଲା ନାହି ।ତେବେ ଦେଖିବାର ଅଛି ଏ ପ୍ରସାସନ କେବେ ପୁଷ୍ପା ଦେଇର ଦୁଖ ବଝୁଛନ୍ତି |

ଜଗତସିଂହପୁର ରୁ ସଂଗ୍ରାମ କିଶୋର ପଟ୍ଟନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *