ସଡକ ଦୃଘଟଣା ଅଳ୍ପକେ ବର୍ତିଲେ ଦୁଇ ଡ୍ରାଇଭର

ଫୋକସ ପ୍ଲସ(ବଡ଼ଚଣା)୦୮/୦୮/୨୦୨୨ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ16ନମ୍ବର ଜାତୀୟ ରାଜପଥ ଠାରେ ଛତିଆ ନିକଟ ଏସାର ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୃଘଟଣା ସୂଚନା ଥାଉକି କଟକ ରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ପାସେଞ୍ଜରୀ ବସଟି ପ୍ରଥମେ ଜୋରସେ ଧକ୍କା ଦେଇ ଫେରାର ହୋଇ ଚାଲି ଯାଇଥିଲା ସାର ବୋଝେଇ ଟାଟା ଏ ସିକୁ,ଓ ଟାଟା ଏସି ଗାଡିଟି ଭାରଶ୍ୟାମ ହରାଇ ଧକ୍କା ଦେଇଥିଲା ପାଖରେ ଯାଉଥିବା ଏକ ନାଲି ରଙ୍ଗର କାରଟିକୁ ଫଳରେ ଦୁହେଁ ଟାଟା ଏସି ଓ ନାଲି ରଙ୍ଗ କାରଟି ରାସ୍ତର ବାମ ପଟେ ଓଲଟି ପଡିଥିଲା ଓ ଟାଟା ଏ ସି ଟିରେ ଥିବା ସାର ବସ୍ତା ସବୁ ରାସ୍ତରେ ତଳେ ପଡି ଚାରିଆଡେ ଛିଟିକି ପଡିଥିଲା ଓ ତାହା ମଧ୍ୟରୁ କେତୋଟି ସାର ବସ୍ତା ସମ୍ପୃଣ ଫାଟି ଯାଇଥିଲା, ରାସ୍ତରେ ଆସୁଥିବା ଗାଡି ମଟର କିଛି ସମୟ ବନ୍ଦ ହୋଇଯାଇଥିଲା ତୁରନ୍ତ ଖବର ପାଇଁ ବୈରୀ ଥାନା ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ଥିଲେ ପରେ ଚଳା ଚଳ ସୋଭାବିକ ହୋଇଥିଲା ଘଟଣା ର ତଦନ୍ତ ଜାରି ରଖିଛି ପୋଲିସ୍

ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *