accident ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ Sukanta NayakJanuary 9, 2025 କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ ଉଦ୍ଧାର‘ଗୌରବ’ ବସ୍ ଜୟପୁରରୁ ରାଉରକେଲା ଯାଉଥିଲା
ବଡ଼ମେଡିକାଲରେ ବଡ଼ ଦୁର୍ଘଟଣା କଟକ: ବଡ଼ମେଡିକାଲରେ ଆଜି ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା…
କାଦୁଅରେ ପଡି ଛଟପଟ ହେଉଥିଲା ହାତୀ ଛୁଆ, ତା’ପରେ… ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ବିଟ ଅଞ୍ଚଳର ସୁଦର୍ଶନପୁର ଗ୍ରାମ ନିକଟରେ ମଙ୍ଗଳବାର କାଦୁଅରେ ପଡି ଛଟପଟ ହେଉଥିବା ଏକ ଅସୁସ୍ଥ ଛୁଆ ହାତୀକୁ ଉଦ୍ଧାର କରାଯାଇ…
ରନୱେରୁ ଖସିଲା ବିମାନ, ହୁତୁହୁତୁ ହୋଇ ଜଳିଲା.. ନେପାଳରୁ ଆସିଲା ବଡ ଖବର | ନେପାଳରେ ଜଳିଗଲା ବିମାନ | ନେପାଳରେ ଉଡାଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ | ବର୍ତମାନର ଏହା ହେଉଛି ସବୁଠୁ ବଡ…