ଫୋକସ ପ୍ଲସ ୧୭/୦୬/୨୨(କଟକ): ପ୍ରେମ ପାଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ ବୋଲି ଅଭିଯୋଗ ହୋଇଛି |କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ବାଜପୁରା ଗ୍ରାମର କ୍ଷେତ୍ରବାସୀ ସାହୁ ଙ୍କ ଏକ ମାତ୍ର ପୁତ୍ର ଯୋଗେଶ ସାହୁ । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ତଥିଲେ ମଧ୍ୟ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ।ଏବେ ସୁଦ୍ଧା ପ୍ରଶାସନ ପାଖରେ ଖବର ପହଞ୍ଚାଇନାହି କିନ୍ତୁ ଘର ଲୋକ ଶବକୁ ସତ୍କାର କରିବାକୁ ପ୍ରୟାସ କଲେଣି। ଯୁବକ ଜଣକ ପ୍ରେମ ପାଇଁ ଆତ୍ମହତ୍ୟା କରିଛନ୍ତି ନା କାରଣ ଆଉ କିଛି ଏ ନେଇ କୌଣସି ସତ୍ୟତା ଜଣାପଡି ନାହିଁ |
କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।