ମୁଖ୍ୟ ଖବର ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ Sukanta NayakJanuary 4, 2025 ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ କୁମାର ସାହୁଙ୍କୁ ନିଯୁକ୍ତିସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି2006 ବ୍ୟାଚ୍ IAS ମନୋଜ କୁମାର ସାହୁ CMଙ୍କ ବ୍ୟକ୍ତିଗତ ସଚିବ
ରାତି ଅଧିଆ ଘରୋଇ କମ୍ପାନୀର ଗାଡି ଜାଳିଲେ ଦୁର୍ବୁର୍ତ୍ତ || ଫୋକସ ପ୍ଲସ 10/1/2023(ବାଙ୍କୀ): କାଲି ପ୍ରାୟ ମଧ୍ୟରାତ୍ରି ସମୟରେ ବାଙ୍କୀ କୁସୁପଙ୍ଗି ପଞ୍ଚାୟତର ଇନ୍ଦୁମତୀ ପାଟଣା ଗ୍ରାମର ପୂର୍ବତନ ସରପଞ୍ଚଙ୍କ ଗୃହ ସମୁଖରେ ଥିବା ଏକ ବୋଲେରୋ ଗାଡିକୁ…
ଜୟପୁରରେ କରନି ସେନା ସଭାପତି ସୁଖଦେବ ସିଂ ଗୋଗାମେଡି ଗୁଳି ଚଳାଇଛନ୍ତି | ଜୟପୁର05/12(ଫୋକସ ପ୍ଲସ): ରାଷ୍ଟ୍ରିୟ ରାଜପୁତ କରନି ସେନାର ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ମଙ୍ଗଳବାର ଦିନ ଜୟପୁରରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପ୍ରାରମ୍ଭିକ…
ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଗିରଫ।। ଫୋକସ ପ୍ଲସ 4/12/2022(ଜଗତସିଂହପୁର):ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ୧ କୋଟି ୬୬ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ ରେ…