ବ୍ୟାସନଗର ରେ ବଡ଼ ଧରଣର ଡକାୟତି

ଫୋକସ ପ୍ଲସ (ବ୍ୟାସନଗର)୨୨/୦୭/୨୦୨୨: ଆଜି ସଖାଳୁ ବ୍ୟାସନଗର ସ୍ଥିତ କୋଟ ଛକରେ ଥିବା ଡାକ୍ତର ଅରୁଣ କୁମାର ବିଶ୍ୱାଳ ଙ୍କ ବାସ ଭବନରେ ବଡ଼ ଧରଣର ଡକାୟତି ହୋଇଥିବାର ଲୋକେ ଦେଖିବାକୁ ପାଇଥିଲେ l ଗତ କିଛି ଦିନ ହେବ ଅରୁଣ ଙ୍କ ପରିବାର ଘରେ ରହୁନଥିଲେ, l ତେବେ ଗତକାଲି ରାତି ରେ ଏହାର ସୁଯୋଗ ନେଇ ସୁନା ଗହଣା, ଟଙ୍କା, ଧାତୁ ନିର୍ମିତ ମୂର୍ତ୍ତି, କଂସା ପିତ୍ତଳ ସମେତ ଅନେକ ସାମଗ୍ରୀ ଲୁଟ ହୋଇଥିବାର ଆଲୋଚନା ହେଉଛି l ତେବେ ତାଙ୍କ ଘରେ ଭଡା ସୂତ୍ର ରେ ରହୁଥିବା ବ୍ୟକ୍ତି ମାନଙ୍କୁବାହାରୁ ବନ୍ଧ କରାଯାଇ ଦୃବୁତ ମାନେ ଏ କାଣ୍ଡ ବିହାଇ ଥିବା ବେଳେ, ବାହାର ପଡୋଶୀ ମାନେ ମଧ୍ୟ ଏହାର ଟେର ପାଇ ନ ଥିବା ର ଶୁଣିବାକୁ ମିଳୁଛି |

 

ବ୍ୟାସନଗର ରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *