ଫୋକସ ପ୍ଲସ ୧୦/୬/୨୨ (କୋକସରା): ବିଦେଶୀ ମଦ ଜବତ୨ ଅଟକ, ନବରଙ୍ଗପୁର ଜିଲ୍ଲା ମୈଦାଲପୁର ରୁ କଳାହାଣ୍ଡି ସୀମା ଦେଇ ବିଦେଶୀ ମଦ ଚାଲାଣ ବେଳେ ଆମପାଣି ପୋଲିସ ଦ୍ୱାରା ବିଦେଶୀ ମଦ ଜବତ ୨ ବିଦେଶୀ ଦୋକାନ କର୍ମଚାରୀ ଅଟକ ସେମାନଙ୍କ ବାଇକ ରୁ ୪ ପେଟି ବିୟର ଓ ହ୍ବିସ୍କି ଜବତ ହୋଇଛି। ବର୍ତ୍ତମାନ ଆମପାଣି ପୋଲିସ ଦୁଇ ଜଣ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା FOCUS PLUS