ଫୋକସ ପ୍ଲସ (ବାଲିଗୁଡା) ୦୮/୦୭/୨୦୨୨: ବାଲିଗୁଡା ବ୍ଲକ ଅନ୍ତରଗତ ବାଟଗୁଡା ଗ୍ରାମ ପଂଚାୟତ ରେ ଏହି ଭୋଳି ଦୃଶ୍ୟ ଦେଖିବା କୁ ମିଳିଛି କୋଟଗଡ ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବ ବସ ଶ୍ରୀରାମ ନାମକ ଏକ ଘରଇ ବସ ନମ୍ବର OR02BE 5353 ଏକ ପୋଲସର ବଇକି ସହିତ ମୁହଁ ମୁଁହି ଧକ୍କା ହେବ ରୁ ବଇକି ଚଲାଙ୍କ ର ମୃତ୍ୟୁ ହଇଛି ଜାହାରୀ ଫଳ ରେ ବାଲିଗୁଡା ପୋଲିସ ଖବର ପାଇ ବସ ଟି କୁ ଜବତ କରି ଥାନ ରେ ଅଟକ ରଖା ଯାଇଛି ପୋଲିସ ପ୍ରଶାସନ ଦୃଘଟଣା ସ୍ଥଳ ରେ ପହଂଚି ସବ ଟି କୁ ଜବତ କରିଛି କିପରି ପ୍ରକାରେ ରାସ୍ତା ଅବରୋଧ କୁ ହଟାଇବା ପାଇଁ ବାଲିଗୁଡା ଆରକ୍ଷ୍ୟ ଅଧିକାରୀ ରାଘ ବେନ୍ଦ୍ରର ଗୁଣ୍ଡଲା ଏବଂ ବାଲିଗୁଡା ତାସିଲଦାର ଶଶାଙ୍କ ଶେଖର ପାତ୍ର ଏବଂ ପୋଲିସ ଟିମ ମିଶି କିପ୍ରକା ରେ ସମାଧାନ ରହିପାରିବ ତା ନେଇ ତଦନ୍ତ ଜାରି ରଖିଛନ୍ତି।
ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ |