ଫୋକସ ପ୍ଲସ ୧୦/୬/୨୨ (ତାଳଚେର): ତାଳଚେରରେ ନ୍ୟୁଜ 19 ର ସାମ୍ବାଦିକ ପାଉଁରୁଟି କାରଖାନାରୁ ୧ ଟଙ୍କା ଚାନ୍ଦା ମାଗି ଗିରଫ.. ଘଟଣା ରୁ ପ୍ରକାଶ ତାଳଚେର ପୌରାଞ୍ଚଳ ରେ ହାଣ୍ଡିଧୂଆଁ ରେ ଥିବା ଗୋଟିଏ ପାଉଁରୁଟି କାରଖାନା କୁ ନ୍ୟୁଜ 19ର ସାମ୍ବାଦିକ ବ୍ରଜ ବନ୍ଧୁ ବେହେରା କାରଖାନାକୁ ଯାଇ ପ୍ରଥମେ ଭିଡିଓ ଉତ୍ତଳନ କରିଥିଲେ ଏହି ସମୟରେ କାରଖାନା ମାଲିକ ସୁମନ୍ତ ବରଦା ପ୍ରତିବାଦ କରିବାରୁ ସାମ୍ବାଦିକ ବ୍ରଜ ବାବୁ ରାଗିଯାଇ କହିଥିଲେ ମୋତେ ଦଶ ହଜାର ଟଙ୍କା ଦିଅ ନ ହେଲେ ତୁମ କାରଖାନା ନାମରେ ନ୍ୟୁଜ ବାଜିବ ଏତିକି କଥାରେ , ନ୍ୟୁଜ 19ର ରିପୋର୍ଟ ବ୍ରଜ ବାବୁ ଓ ପାଉଁରୁଟି କାରଖାନା ମାଲିକ ଧସ୍ତା ଧସ୍ତି ହେଇଥିଲା ଆଉ କଥା ଯାଇ ତାଳଚେର ହାଣ୍ଡି ଧୂଆଁ ଥାନାରେ ପହଂଚି ଥିଲା ବର୍ତମାନ ସାମ୍ବାଦିକ ବାବୁ ଜେଲ ହାଜତରେ ଦିନ ଗଂଣୁ ଛନ୍ତି କିନ୍ତୁ ଏହି ଖବର କୁ ଆମ ରିପୋର୍ଟର ପ୍ରକାଶ କରିଦେବାରୁ ଏଠା ରେ ଏକ ୱେବ ଚାନେଲ ମହାସଂଘ ଚି଼ଙ୍କି ଉଠିଲା ଏଠି ଜନ ସାଧାରଙ୍କ ପ୍ରଶ୍ନ ଯେଉଁ ସଂଘ ଅପ ପ୍ରଚାର କରୁଛି ସେ ସଂଘଙ୍କୁ ସରକାର ମାନ୍ୟତା ମିଳିଛି ନାଁ ସଂଘ ନାଁ ରେ ଚାନ୍ଦା ଆଦାୟ ହେଉଛି. ଆହୁରି ଅନେକ ପ୍ରଶ୍ନ ଯେଉଁ ୱେବ ମିଡ଼ିଆ ଚାନେଲ ସଂଘରେ ସାମିଲୀ ଅଛନ୍ତି ସେ ଚାନେଲ ର କାଗଜ ପତ୍ର ଅଛିତ ଯଦି ଅଛି ତାହେଲେ ତୁରନ୍ତ ପ୍ରଶାସନ ତଦନ୍ତ କରୁ ନାହିଁତ ଏହାର ସୁଯୋଗ ନେଇ ଅନେକ ଗରିବ ସାଧାରଣ ଖଟିଖିଆ ବଳି ପଡିବେ ଆଉ ଏହି ସଂଘ ରେ ଥିବା କେତେକ ନିର୍ଦ୍ଧିଷ୍ଟ ରିପୋର୍ଟର କିଏ କପଡା ଦୋକାନରେ ଥାଇ ବୁମୁ ଧରି ବୁଲୁଛି ତ କିଏ କମ୍ପାନୀ ରେ କର୍ମ ଚାରି ହୋଇ ବୁମୁ ଧରି ବୁଲୁଛି ଯଦି ଏହାର ଉଚିତି ପଦକ୍ଷେପ ପ୍ରଶାସନ ନ ନିଅନ୍ତି ଆଗାମୀ ଦିନରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗିବେ |