-ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ଆଇସିସି ଚାଂପିଅନ୍ସ ଟ୍ରଫି
-୮ଟି ଟିମ୍ ୨ଟି ଗ୍ରୁପରେ ବିଭକ୍ତ, ଖେଳାଯିବ ୧୫ଟି ମ୍ୟାଚ୍
-ଭାରତ ଖେଳିବାକୁ ଥିବା ସବୁ ମ୍ୟାଚ୍ ଦୁବାଇରେ ଖେଳାଯିବ
-ଅନ୍ୟ ସମସ୍ତ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ
-ଫେବ୍ରୁଆରୀ ୨୩ରେ ଦୁବାଇରେ ଭାରତ-ପାକିସ୍ତାନ ମ୍ୟାଚ୍
-ମାର୍ଚ୍ଚ ୯ରେ ଲାହୋରରେ ଫାଇନାଲ୍ ମ୍ୟାଚ୍ ଧାର୍ଯ୍ୟ
-ଭାରତ ଫାଇନାଲକୁ ଗଲେ ଦୁବାଇରେ ଖେଳାଯିବ ଫାଇନାଲ