ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କୁ ଭବ୍ୟ ସ୍ୱାଗତ

ଫୋକସ ପ୍ଲସ (ବାଲେଶ୍ଵର)୨୭/୦୬/୨୦୨୨: ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କଂଗ୍ରେସ ତରଫରୁ ଅଗ୍ନିପଥ ଯୋଜନା କୁ ବିରୋଧ କରି ଏକ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଳିଥିଲେ। ଓଡିଶା ପିସିସି ସଭାପତି ବାଲେଶ୍ଵର ଇରମ ଓ ମୟୁରଭଞ୍ଜ ଗସ୍ତ ସମୟରେ ତାଙ୍କୁ ସିମୁଳିଆ ଠାରେ କଂଗ୍ରେସ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି ସମୟରେ ଭଦ୍ରକ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀ।ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠି ଙ୍କ ସହିତ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫକସ ପ୍ଲସ |

Leave a Reply

Your email address will not be published. Required fields are marked *