ଫୋକସ ପ୍ଲସ (କଟକ)୩୦/୦୬/୨୦୨୨:କଟକ ଜିଲ୍ଲା ମାହାଙ୍ଗା ଥାନ ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଶ୍ୟାମ ସୁନ୍ଦର ବାରିକ ଙ୍କ ଝିଅ ସରୋଜିନୀ ବାରିକ କୁ ଯାଜପୁର ବରି ସାବୁଅ ଗ୍ରାମର ଗଣେଶ୍ୱର ବାରିକଙ୍କ ପୁଅ ଗତିରଞ୍ଜନ ବାରିକ ।ବର୍ଷକ ତଳେ ମୃତକ ସରୋଜିନ କୁ ପ୍ରେମ ବିଭାହ କରିଥିଲେ। ଆଜି ସରୋଜିନୀ ବେକରେ ରସିଲଗାଇ ଆତ୍ମହତ୍ୟା କରିଛି ବୋଲି।ମୃତା ଶାଶୁ ଘର ଲୋକ କହୁଥିବାବେଳେ ।ଆଜି ଚିକିତ୍ସା ପାଇଁ ମାହାଙ୍ଗା ମେଡିକାଲ ସରୋଜିନ କୁ ଭର୍ତିକରି ଥିଲେ।ଡାକ୍ତର ସରୁଜିନିକୁ ମୃତ ଘୋଷଣା କରିଥିଲେ।ମୃତା ସରୁଜିନି ପିତା ବାରିଥାନରେ ଏତାଲା କରିଛନ୍ତି ଝିଅବିବାହା ପରେ ଯୌତୁକ ପାଇଁ ଏକ ଲକ୍ଷ୍ୟ ଟଙ୍କା ମଗୁଥିଲେ ମୁଁ ଦେ ଇନପାରିବାରୁ। ମଝିଅକୁ ହତ୍ୟା କରିଛନ୍ତି।ତା ଶାଶୁ ଘର ଲୋକେ।ଏ ପଟେ ମାହାଙ୍ଗା ପୋଲିସ ଶବ ଜବତ କରି ବରି ଥାନାକୁ ଜଣାଇଛି।
କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |