Breaking news ନବ ଦାସଙ୍କ ପୁଅ ବିଶାଲ ଦାସ ଥାନାରେ ଅଟକ Sukanta NayakJanuary 10, 2025 ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକଛତିଶଗଡ଼ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ଅଟକବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକଆଜି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛିପୋଲିସଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ କହିଲେ ବିଶାଲ ଦାସ
ଭାଗ୍ୟଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ। ଫୋକସ ପ୍ଲସ 6/4(ଢେଙ୍କାନାଳ):ଭାଗ୍ୟଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଆଂଚଳିକ ସେବା ସଂଗଠନ ପକ୍ଷରୁ ଜଗନ୍ନାଥ ଧାମ…
ମଦ ଦୋକାନ ରେ ସିଲ ସତ୍ୟେ ନିର୍ଵାଚନ ପାଇଁ ବାହାରେ ମିଳୁଛି ବ୍ୟାପକ ମଦ, ଅବକାରୀ ବିଭାଗର ଚଢ଼ାଉ ନୀଳଗିରି (ଫୋକସ ପ୍ଲସ) ସରକାର ଙ୍କ ନିର୍ଦେଶରେ ମଦ ଦୋକାନ ନିର୍ବାଚନ ପାଇଁ ସିଲ କରାଯାଇଛି।ହେଲେ ବାହାରେ ବ୍ୟାପକ ପରିମାଣରେ ମଦ ମିଳୁଥିବା ଦେଖିବାକୁ ମିଳୁଛି।ବହୁ ବିଳମ୍ବରେ…
ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ…