ଫୋକସ ପ୍ଲସ (ଜଗତସିଂହପୁର)୨୪/୦୬/୨୦୨୨: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରୋଇ ଦେବୀ ନଦୀ ରେ ବୁଡି ଗଲେ ଯୁବକ | ସୌଚ ହେବାକୁ ଯାଇ ନଦୀ ରେ ବୁଡି ଯାଇଥିବା ନେଇ ଗ୍ରାମ କିଛି ଲୋକେ ଅଗ୍ନିସମ ବାହିନୀ କୁ ସୂଚନା ଦେଇଥିଲେ ।ବିଭାଗ ର ଖୋଜାଖୋଜି ଜାରି ରହିଥି ବେଳେ ଯୁବକ ଜଣକ ର କୌଣସି ପତା ମିଳିନାହିଁ।| ଯୁବକ ଜଣଙ୍କ ହେଲେ 15ବର୍ଷ ର ଗାରୋଇ ଗ୍ରାମ ର ବିଶ୍ଵନାଥ ବିଶ୍ଵାଳ | ସୂଚନା ଅନୁଯାଇ ବିଶ୍ଵନାଥ ଆଜି ମଧ୍ୟାହ୍ନ ସମୟ ରେ ନଦୀ କୂଳରେ ସୌଚ ହେବାକୁ ଯାଇଥିଲେ | ନଦୀ ରେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିବା ରୁ ସେ ନଦୀ ଭିତରେ ବୁଡ଼ି ଯାଇଥିବା ଜଣା ପଡ଼ିଛି |