ନକଲି ସିମେଣ୍ଟ କାରଖାନା ଠାବ

ଫୋକସ ପ୍ଲସ (ସୁକିନ୍ଦା)୨୫/୦୬/୨୦୨୨: କଲିଙ୍ଗନଗର ଥାନା ଅନ୍ତର୍ଗତ ଗୋଲାଗାଁ ରେ ଦିର୍ଘ ୫ ବର୍ଷ ଧରି ଏକ ପରିତ୍ୟକ୍ତ ଘରେ ନକଲି ସିମେଣ୍ଟ କାରଖାନା ଚାଲୁଥିବା ବେଳେ ଗତ ୨୨ ତାରିଖ ରେ କୌଣସି ସୂତ୍ର ରୁ କଲିଙ୍ଗନଗର ଥାନା ଅଧିକାରୀ ଖବର ପାଇ ଚଡାଉ କରିଥିଲା | ତେବେ କାରଖାନାରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ପୋଲିସ ନିଜ ହେପାଜତ କୁ ନେଇଥିବା ବେଳେ ଆଜି ସେମାନଙ୍କୁ କୋଟ୍ ଫରୁଆଡ କରିବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏତେ ବର୍ଷ ଧରି ଚୋରା ରେ ଏହି ସବୁ କାରବାର କେମିତି ଚାଲିଥିଲା, ଏଥିରେ କୌଣସି ବଡ ଲିଙ୍କ ରହିଥିବା ପୋଲିସ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି |

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *