ଧାରଣାରେ ବସିଲେ ସାମ୍ବାଦିକ

ଫୋକସ ପ୍ଲସ ୩/୬/୨୨(ସିମୁଳିଆ): ବର୍ତ୍ତମାନ ଏକ ଖବର ଆସି ପହଂଚୁଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ରୁ ପଂଚାୟତ ସମିତି ବୈଠକ ଚାଲୁଥିବା ସମୟରେ ସାମ୍ବାଦିକ ଦେଲେ ଧାରଣା।ସିମୁଳିଆ ସମିତି ର ଯେତେ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ବୈଠକ କରାଯାଉଛି ସାମ୍ବାଦିକ ଙ୍କୁ ନୋ ଡାକିବା ସାମ୍ବାଦିକ ଙ୍କୁ ତଥ୍ୟ ନ ଦେବା ସାମ୍ବାଦିକ ମାନଙ୍କୁ ଡାକି ଅଣଦେଖା କରାଯାଉଛି।ତେଣୁ ଆଜି ସମିତି ବୈଠକ ଚାଲୁଥିବା ବେଳେ ସାମ୍ବାଦିକ ମାନେ ହାତରେ ଫ୍ଲାଏକାର୍ଡ ଧରି ଧାରଣା ର ବସିଥିଲେ ଏହି ଧାରଣା ରେ ।ଗଣମାଧ୍ୟମ ପ୍ରତିନିଧି ପ୍ରଫୁଲ୍ଲ ପଟ୍ଟନାୟକ, ଉମାକାନ୍ତ ସେଠୀ,ସୁଶାନ୍ତ ନାୟକ, ରାଜକିଶୋର ମଲ୍ଲିକ,ସାବିର ଅଲ୍ଲି,ପ୍ରଦୀପ ଧାରଣା ରେ ବସିଥିଲେ।

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *