ଦୀର୍ଘ ୭ ମାସ ପରେ ବାଇକ ଚୋରକୁ ଧରିଲା ଠାକୁରଗଡ଼ ପୋଲିସ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ର ଠାକୁରାଗଡ଼ ଥାନା ଅଂଚଳର ରାଣୀବନ୍ଧ ଗ୍ରାମରୁ ଗତ ୧୦ ମାସରେ ଏକ ବାଇକ ଓ ମୋବାଇଲ ଚୋରି ଘଟଣାରେ ବୁଲୁ ଥିବା ଆସାମୀ ମାନଙ୍କୁ ଆଜି ଠାକୁରଗଡ଼ ପୋଲିସ ଧଣ୍ଡାତୋପା ଠାରେ ଧରି ବ୍ୟବହୃତ ମଟର ସାଇକେଲ ଓ ମୋବାଇଲି ଜବତ କରି ଆସାମୀ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।ଆସାମୀ ମାନେ ଆଠମଲ୍ଲିକ ଅଂଚଳର କିରଣ ବେହେରା ,ଲିଟୁ ନାଏକ ,ତାରିକ ଖାଁ ଓ ଏକ ନା ବାଳକ ମୋଟ ୪ ଜଣ ସମ୍ପୃକ୍ତ ଥିବା ଠାକୁରଗଡ଼ ଥାନା ଅଧିକାରୀ ପିତାମ୍ବର ମଲ୍ଲିକ ସୂଚନା ଦେଇଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *