ଦିନେ ସମସ୍ତଙ୍କୁ ହସାଉଥିଲା ଆଜି ନିଜେ କାନ୍ଦୁଛି

ଫୋକସ ପ୍ଲସ(ଜଗତସିଂହପୁର)୨୮/୦୮/୨୦୨୨: ଜଗତସିଂହପୁର ସଦର ଖେରସ ଗ୍ରାମର ପ୍ରଭାତ କୁମାର ବେହେରା ଜାହାକୁ ସମସ୍ତେ ସ୍ନହରେ ଡାକନ୍ତି ( ଗେଡୁ) ଭାଇ ସେ ଥିଲା ସମସ୍ତଙ୍କର ପ୍ରିଅ ।ଦିର୍ଘ ୪୦ ବର୍ଷ ଧରି ସ୍ତାନିୟ ଚର୍ଚିକାବଜାର ଉପରେ ପାନ ଦୋକାନ ଟିଏ କରି ପରିବାର ଚଳାଉ ଥିଲା।ବିଲବାଡି କହିଲେ ୫ ଗୁଣ୍ଠ ସେଥିପାଇଁ ପାନ ଦୋକାନ ଥିଲା ତାର ରୋଜଗାର ।ସେଥିରୁ ତାର ପରିବାର । ଚଳୁଥିଲା।କିନ୍ତୁ ଭାଗ୍ୟର ବିଡମ୍ବନା ଭିତରେ ୪ଟି ପିଲା ଓ ସ୍ତ୍ରୀ ମିସି ପାଞ୍ଚ ଜଣ ଙ୍କ ପାଇଁ ଏକା ଲଡୁଥିବା ।ପିଲାଙ୍କ ଭବିଷ୍ୟତ ଗଢୁଥିବା ଲୋକ ସେହି ଗେଡୁଭାଇ ବର୍ତମାନ ଦିର୍ଘଦିନ ହେବ ପାରାଲିସ ରୋଗରେ ପିଡିତ ।ବର୍ତମାନ ସେ ପାନ ଦୋକାନ ବନ୍ଦ ପଡିଛି । ଏପଟେ ପିଲାଙ୍କ ।ପାଠପଢା ଦିନକୁ ଦି ମୁଠା ଖାଦ୍ୟ ଜୋଗାଡ କରି ବହୁ କଷ୍ଟ ହୋଇପଡିଛି ।ଏବଂ ନିଜର ରୋଗ ରୁ ମୁକ୍ତି ପାଖରେ ଅର୍ଥ ସାଜିଛି ବାଧକ । ସରକାରଙ୍କ ତରଫରୁ ମିଳିଥିବା ବିଜୁ ସ୍ମାଟ କାର୍ଡରେ ନା ନାହିଁ । ଏଭଳି ସ୍ତିତିରେ ମା ଚର୍ଚିକାବଜାର କମିଟି ତରଫରୁ ଦେବଦୁତ ସାଜି ।ସହଜୋଗର ହାତ ବଢାଇଛନ୍ତି ।ବର୍ତମାନ ସ୍ତିତିରେ ତାଙ୍କ ପାଖରେ ସରକାରଙ୍କ ସହଯୋଗ ନିହାତି ଦରକାର ।ହୋଇପଡିଛି ।ସେଥିପାଇଁ ତ ମା ଚର୍ଚିକାବଜାର କମିଟି ଓ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି । ପ୍ରସାସନଜଦି ଏଭଳି ପରିସ୍ତିତିରେ ପ୍ରଭାବେହେରା କୁ ।ଅଣଦେଖା କରନ୍ତି ତେବେ ପରିବାର ଭାସିଜିବ।ତେଣୁ ପ୍ରସାସନିକ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି କି ସହଜୋଗ କରିବାକୁ |

ଜଗତସିଂହପୁରରୁ ସଙ୍ଗ୍ରାମକିଶୋର ପଟ୍ଟନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *