ଫୋକସ ପ୍ଲସ (ଡାବୁଗାଁ) ୦୬/୦୭/୨୦୨୨: ଖବର ଆଜିର, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ରେ ଆଜି ଭୁଲିଯାଇଥିଲୁ । ଯାହାକି ବ୍ଲକ କାର୍ଯ୍ୟାଳୟ ର ସମ୍ମୁଖରୁ ସିଧା କକ୍ଷ ଭିତରେ ପୋଷିଥିଲେ କିନ୍ତୁ ବ୍ଲକ ପ୍ରଶାସନର ଏତେ ସ୍ଵଚ୍ଛତା ଥିଲା ଯେ ଆମେ ଦେଖିକି ଅବାକ୍ ହେଲୁ ଏବଂ ଭିତରେ କମ୍ପ୍ୟୁଟର ସେଲ୍ କକ୍ଷ ସାମ୍ନା ରେ ଏତେ ଅଲିଆ ପୋଡିଥିଲା ଯେ କେବଳ ପାନ ଛେପ, ବୋତଲ, ଗ୍ଲାସ୍ ଅଲିଆ ଗୋଦା ହେଇ ପୋଡ଼ି ଥିଲା ଏବଂ ଆଉ ବ୍ଲକ୍ କାର୍ଯ୍ୟାଳୟ ଭିତରେ ଯୁଆଡେ ଦେଖିଲେ ସେଆଡେ ଖାଲି ଅଲିଆ ରେ ହିଁ ପରିପୂର୍ଣ୍ଣ। ଏଭଳି ଯଦି ବ୍ଲକ ପ୍ରଶାସନର ଭିତରେ ରହିବ ଅପରିଷ୍କାର ତୋ ସାଧାରଣରେ କେତେ ସ୍ଵଚ୍ଛତା ରହିବ। ଟିକେ ଭାବନ୍ତୁ। ଗୋଟେ ପୋଟେ ସରକାର ସ୍ଵଚ୍ଛତା ମୁକ୍ତ କରିବାକୁ ଯୋଜନା କରୁଛି ଆଉ ଗୋଟେ ପଟେ ଖୁଦ ସରକାରୀ ବାବୁମାନେ ଅପରିଷ୍କାର କରିବାରେ ବ୍ୟସ୍ତ।ଏଠି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ବ୍ଲକ ପ୍ରଶାସନର ଅପରିଷ୍କାର ଅପାରଗତା ପାଇଁ କେତେ ସ୍ଵଚ୍ଛତା ଜଣାପଡ଼ୁଛି।
ଡାବୁଗାଁ ରୁ ସମୀର ଭତ୍ରା ଙ୍କ ରିପୋର୍ଟ ଫୋକସ ପ୍ଲସ |