Breaking newsଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ବାରାମ ଅଞ୍ଚଳରେ ଭାରତୀୟ ବାୟୁସେନାର ’ଚିତା‘ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । thefocusplusMarch 11, 2022 👉ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ 👉 👉ହେଲିକପ୍ଟରରେ ଥବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ପହଞ୍ଚୁଛନ୍ତି ଉଦ୍ଧାରକାରୀ ଟି୍ମ ।
ଚନ୍ଦନ ଯାତ୍ରାବେଳେ ଅଘଟଣ ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ…
ଗୁଡେଇ ତୁଡେଇ ଅଭିନେତ୍ରୀଙ୍କୁ ୫ ଘଣ୍ଟା ଜେରା କଲା ଇଡି। ବଢ଼ିଲା ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଶ୍ନ ବାଣର ଶିକାର ହେଲେ ତମନ୍ନା। ଗୁଡେଇ ତୁଡେଇ ଅଭିନେତ୍ରୀଙ୍କୁ ଜେରା କଲା ଇଡି। ମହାଦେବ…
ଦୁଇ ଦିନ ପରେ, ସେନା ଦ୍ୱାରା ଉଦ୍ଧାର ହୋଇଥିବା କେରଳର ପାହାଡ ଖଣ୍ଡରେ ଟ୍ରାକର ଫାଶରେ ପଡ଼ିଥିବା ଟ୍ରେକର | ଦୁଇ ଦିନ ଖାଦ୍ୟ ଓ ପାଣି ବିନା, କେରଳର ପାଲକ୍କାଡ ଜିଲ୍ଲାର ଏକ ପାହାଡ ଖାଲରେ ଫସି ରହିଥିବା ଜଣେ 23 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଭାରତୀୟ…