ଗୋଷ୍ଠୀ ସଂଘର୍ଷ, ନିରୀହ ପଡିଲେ ବଳି

ଫୋକସ ପ୍ଲସ (ଜଖପୁରା)୨୯ /୦୬/୨୦୨୨: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ରେ ବଳି ପଡିଲେ ନିରୀହ ଗ୍ରାମ ବାସି |ଦାନଗଦି ବ୍ଳକ ଜଖପୁରା ପଞ୍ଚାୟତରେ ଦାରେସେଲ କାରଖାନା କାର୍ଯ୍ୟରେ ସରପଞ୍ଚଙ୍କୁ ସେହି ଗ୍ରାମର କିଛି ଲୋକେ ବିରୋଧ କରିଥିଲେ |ଏହି ଘଟଣାକୁ କେନ୍ଦ୍ର କରି ସରପଞ୍ଚଙ୍କ ସପେକ୍ଷ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା | ସୂଚନା ମୁତାବକ ଗୋଟିଏ ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ କିଛି ଲୋକେ ସଂଘବଦ୍ଧ ଭାବେ ଅକର୍ମଣ କରିଥିଲେ, ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ କୁ ନେଇ ଗ୍ରାମରେ ଅସାନ୍ତର ବାର୍ତ୍ତାବରଣ ଦେଖିବାକୁ ମିଳିଥିଲା | ଏ ନେଇ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି।ତେବେ ଦୁଇ ଗୋଷ୍ଠୀଙ୍କ ଅପକ୍ଷରୁ ଥାନରେ ଅଭିଯୋଗ ଆଧାର କରି କଡା ସୁରକ୍ଷା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ ସରପଞ୍ଚଙ୍କ ସମର୍ଥକ ଗାଁ ରେ ନିରିହ ଲୋକଙ୍କ ଘରେ ପଶି ମାରଧର କରିବା ସହ ଝିଅ ବୋହୁଙ୍କ ପ୍ରତି ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି |

 

ସୁକିନ୍ଦା ଦାନଗଦି ରୁ ପଦ୍ମନାଭ ପହି ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *