ଫୋକସ ପ୍ଲସ ୭/୬/୨୨(ଅନୁଗୋଳ): ଅନୁଗୋଳ ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ବିପ୍ଲବ ଜେନା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ସଞ୍ଜିବ କୁମାର ମାଣ୍ଡୋଠିଆ, ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ଵିନୀ ବିଶ୍ୱାଳ, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୁଲ୍ୟ ବେହେରା, ରାଜ୍ଯ ଅନୁସୂଚିତ ଜାତି ଆବାହକ ଟିକନ ବେହେରା , ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ନୀଳକଣ୍ଠ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ ,କାସିଦା ଖାନ, ଯୁବ ନେତା ଅଭିଷେକ ନାୟକ, ହେମନ୍ତ ମହାଳିକ,ଛୋକୁଡି ଦେହୁରୀ, ବାବୁଲାଲ ଜେନା, ସୌମେନ୍ଦ୍ର ଦେହୁରି, ସୋଭିଏତ ମହାପାତ୍ର, ବିଭୂତି ଭୂଷଣ ସାମଲ, ପୁଚୁଲୁ, ବୁବୁ ମିଶ୍ର, ବାପି ପରିଡା ସମେତ ବହୁ କଂଗ୍ରେସ ପ୍ରେମି ମହିଳା ଏବଂ ପୁରୁଷ ମାନେ ମିଶି ଜିଲ୍ଲା ଷ୍ଟାଡିୟମ୍ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହରି ବଜାର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଦରବୃଦ୍ଧି ଓ ବିଭିନ୍ନ ସମସ୍ୟା ଭଳି ୯ଦଫା ଦାବି ସମ୍ବଳିତ ଦାବିପତ୍ର ମହାମହିମ ରାଷ୍ଟ୍ରପାତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ