ଫୋକସ ପ୍ଲସ ୧୮/୦୬/୨୨(ବ୍ରହ୍ମପୁର): ଉଭୟ ଟେଷ୍ଟରେ ପାସ ହେବା ପରେ ସେମାନଙ୍କ ବୟସ 23 ଅତିକ୍ରାନ୍ତ କରିଛି। କେବଳ ଲିଖିତ ପରୀକ୍ଷା କୋଭିଡ ଆଳରେ ବନ୍ଦ ରହିଥିଲା। ନୂଆ ନୋଟିଫିକେସନ ପରେ ସେମାନଙ୍କ ବୟସ ଅତିକ୍ରାନ୍ତ କରିଥିବା ହେତୁ ଏବେ ସେମାନେ ଯୋଗ୍ୟ ନୁହନ୍ତି। ଏଣୁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଆର୍ମିରେ ଯୋଗଦେବାକୁ ସୁଯୋଗ ଦେବା ଦାବିରେ RDC ଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ବ୍ରହ୍ମପୁର କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |