ଫୋକସ ପ୍ଲସ(ଖୋର୍ଦ୍ଧା )୨୫/୦୮/୨୦୨୨: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଙ୍ଗିଦା ଗ୍ରାମର ଏ କରୁଣ ଦୃଷ୍ୟ ନୀମାଇ ମହାରଣା ଙ୍କୁ ଆବାସ ଯୋଜନା ପାଲଟିଛି ସାତ ସପନ 4ପ୍ରାଣୀ କୁଟୁମ୍ବ ରେ ପରିବାର ଟିଏ ନା ଅଛି ଖାଇବାକୁ ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛିରହିବାକୁ ସେଥିରେ ପୁଣି ରୋଗ ଯନ୍ତ୍ରଣା ନିମାଇକ ବଡ ଝିଅ ପ୍ରୀୟଂଶି ମହାରଣା ଥା ଲା ସେମିଆ ରୋଗରେ ପୀଡିତ ତାଙ୍କ ସାନ ପୁଅ ମଧ୍ୟ ସେହି ରୋଗରେ ଆକ୍ରାନ୍ତ କହିବେ କାହାକୁ ଶୁଣିବ ବା କିଏ ପଲିଥିନ ଟନା ଭଙ୍ଗା ଘରେ କଟୁଛି ଦିନ ଓଳିଏ ଖାଇଲେ ଓଳିଏ ଉପାସ ଆମର ଏହି ସ୍ପେଶାଲ ରିପୋର୍ଟ ଦେଖନ୍ତୁ ଦେଖନ୍ତୁ ବଂଗିଦା ଗ୍ରାମର ନିମାୟ ଙ୍କ ପରିବାର କୁ ହେ ଭଗବାନ ମୁଁ ତୁମର କି ଦୋଷ କରିଥିଲି ମୋତେ କାହିଁକି ଏତେ ପରୀକ୍ଷା ନେଉଚ୍ଚ ଯଦି ପାରୁଚ ମତେ ମୋ ପରିବାରକୁ ତୁମ ପାଖକୁ ନେଇଯାଅ ମୁଁ ଆଉ ସହି ପାରୁନି ଏ କଥା ଆମେ କହୁନୁ ରୋଗରେ ଯନ୍ତ୍ରଣା ପାଉଥିବା ସେହି ପିଲାଙ୍କ ବାପା ମା ଙ୍କ କଥା ସେଥିରେ ପୁଣି ପ୍ରତି ମାସରେ ଦୁଇ ପିଲାଙ୍କୁ ବ୍ଲଡ ଦରକାର ହେ ସରକାର ମୋ ଦୁଃଖ ବୁଝନ୍ତୁ ମତେ ଓ ମୋ ପରିବାର କୁ ଏ ରୋଗ ଯନ୍ତ୍ରଣା ରୁ ବଞ୍ଚା ନ୍ତୁ କେବଳ ବାକି ରହିଲା ସରକାର ଙ୍କ ନିଦ କେବେ ଭାଙ୍ଗୁଛି ଏ ପରିବାର ଉପରେ |
ଖୋର୍ଦ୍ଧା ନାଂଈଡ଼ ରୁ କ୍ୟାମେରା ପର୍ସନ କୁନା ମାର୍ଥା ଙ୍କ ସହିତ ଜାଗେଶ୍ଵର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ୍।