ଆଜି ଭାଲେଣ୍ଟାଇନ୍ସ ଡେ

ଆଜି ଭାଲେଣ୍ଟାଇନ୍ସ ଡେ …

ପ୍ରେମ…..ଅଢେଇ ଅକ୍ଷରରେ ଗୋଟିଏ ଶବ୍ଦ । ଦୁଇଟି ଆତ୍ମାକୁ ଏକ କରିଦିଏ । ଗୋଟିଏ ସମ୍ପର୍କକୁ ସାତ ଜନ୍ମ ପାଇଁ ଏକାଠି ବାନ୍ଧିଦିଏ । ପ୍ରେମ ଏମିତି ଗୋଟେ ପୂଜା, ଯେଉଁଠି ନା ଚେହେରା, ନା କଳା ଗୋରା ..କିଛି ବି ଲୋଡା ପଡେନାଆଜି ଭାଲେଟାଂଇନସ ଡେ’ । ଦୀର୍ଘ ଏକ ସପ୍ତାହ ହେଲା ଚାଲିଥିବା ପ୍ରେମ ସପ୍ତାହ ଆଜି ଶେଷ ହେଉଛି..
ପ୍ରେମୀ ଯୁଗଳଙ୍କ ଦିଲ ନିଆ ଦିଆ ..ଦୁହେଁ ସାତ ଜନମର ସାଥୀ ହୋଇ ଭାଲେଣ୍ଟା ଇନସ ଡେ ପାଳନ କରିଥାନ୍ତି ଆମେ ସମସ୍ତେ ଜାଣିଛେ, ପ୍ରେମ ଶ୍ୱାଶତ, ପ୍ରେମ ଅମର । ହେଲେ ଆଜିର ଦିନରେ ପ୍ରତାରଣା କି ପ୍ରତାରିତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ.. ତେବେ ଏସବୁ ମଧ୍ୟରେ ଆଜିର ଦିନରେ ପ୍ରେମୀ ଯୁଗଳ ଖୁବ ଖୁସି ରେ ପାଳନ କରିଛନ୍ତି ଏହି ଭାଲେଣ୍ଟାଇନ୍ସ ଡେ

Leave a Reply

Your email address will not be published. Required fields are marked *