ଅଶୋକ ଙ୍କ ଚରିତ୍ର ର ଇତିହାସ କୁ ମନେ ପକାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ରୁଷ ର ଘନାଘନ ଆକ୍ରମଣ ସହ ଗୋଳାବାରୁଦ , ବୋମା ମାଡ , ମିସାଇଲ ପୁରା ସମଗ୍ର ବିଶ୍ୱକୁ ଚକିତ କରିଥିବା ବେଳେ ୟୁକ୍ରେନ ରାଷ୍ଟପତି ଙ୍କ ମନ୍ତବ୍ୟ ୟୁକ୍ରେନ ବାସୀ ଙ୍କ ମନ କୁ ଦୃଢ଼ କରିଛି ସେ ପୁନର୍ବାର ଇତିହାସ ର ଅଶୋକ ଚରିତ୍ର କୁ ବହନ କରିଛନ୍ତି ଯିଏକି ଦିନେ କହୁଥିଲେ ,” ଖଣ୍ଡା ର ବିଜୟ ପ୍ରକୃତ ବିଜୟ ନୁହେଁ ବରଂ ଜନମାନସ ଜୟ ହିଁ ପ୍ରକୃତ ବିଜୟ ” ଏ ପରିପେକ୍ଷୀରେ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଙ୍କ କହିଛନ୍ତି ,” ମୁ ନିଜ ଭୂମିରେ ଛିଡା ହୋଇଛି ଦେଶ ଛାଡି କି କୁଆଡେ ଯିବିନି ,ମୋର ଗୋଳାବାରୁଦ ଦରକାର ନାହିଁ କିମ୍ବା ପଳାୟନ କରିବା ପାଇଁ କୋଣସି ଯାନ ଦରକାର ନାହିଁ ଜୀବନ ଶେଷ ନିଶ୍ୱାଶ ଥିବା ଯାଏ ଏହିଠି ଲଢ଼ିବି “l ଯିଏ ଦିନେ କମେଡି କରି ଲୋକମାନଙ୍କୁ ଖୁସିର ଖୋରାକ ଯୋଗାଉଥିଲେ ଆଜି ସେ ରାଷ୍ଟ୍ରପତି ମିଲିଟାରୀ ବେଶ ରେ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛନ୍ତି l ରୁଷ ର ଆକ୍ରମଣ ରେ ୟୁକ୍ରେନ ର 198 ସାଧାରଣ ଙ୍କ ଜୀବନ ଯାଇଥିବା ବେଳେ ଏଥିରେ 3 ଜଣ ଶିଶୁ ଙ୍କର ମୃତ୍ୟ ହୋଇଛି ! ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆଜିକି 3 ଦିନ ଧରି କି ଚାଲିଛି ଏବେ ରୁଷ ର ନଜର ୟୁକ୍ରେନ ରାଜଧାନୀ ଉପରେ I

Leave a Reply

Your email address will not be published. Required fields are marked *